Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ

Banajyotshna Ray
Browse all articles by Banajyotshna Ray
·1 year ago
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ  । ଏକକାଳୀନ 7ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ଭୁବନେଶ୍ୱର, କେଉଁଝର, ଭବାନୀପାଟଣା ସମେତ ଯାଜପୁର ରେ ଚାଲିଛି ଚଢ଼ାଉ । କେନ୍ଦୁଝର ଜଗନ୍ନାଥପୁରରେ ଠାବ ହୋଇଛି ଦୁଇମହଲା ଘର, ଭୁବନେଶ୍ୱର କୋରଡ଼କାଣ୍ଟା ରେ 4ମହଲା ଘର, କେଉଁଝର ମଦନପୁର ରେ ଫାର୍ମ ହାଉସ, ଯାଜପୁର ରେ ପୈତୃକ ଘର, ଭବାନୀପାଟଣାରେ ଭଡ଼ା ଘର ସମେତ କେନ୍ଦୁଝର ଅଫିସରେ ରେଡ୍ ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance conducts raids on allegations of amassing assets disproportionate to income | Argus News