Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Ritu Das
Browse all articles by Ritu Das
·1 year ago
ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଭାସ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ପୈତୃକ ଘର ସମେତ 7ଟି ସ୍ଥାନରେ ରେଡ଼ ହେଉଛି । 

ଜଳେଶ୍ବରରେ ୮ଜଣିଆ ଟିମ ରେଡ଼ କରୁଥିବାବେଳେ ୧୧ ନଂ ୱାର୍ଡ ପୈତୃକ ଘର, ୧୦ ନଂ ୱାର୍ଡ ସମ୍ପର୍କୀୟଙ୍କ ଘରେ, ଲକ୍ଷ୍ମଣନାଥ ବାଇପାସ ଫାର୍ମ ହାଉସରେ ରେଡ଼ ଚାଲିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance raid at Assistant | Argus News