Videos
|
Odisha

CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

Banajyotshna Ray
Browse all articles by Banajyotshna Ray
·1 year ago
CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଅର୍ଗସ ବ୍ୟୁରୋ:  CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ CHSE ରେକର୍ଡ ସପ୍ଲାଏର ପୁରେନ୍ଦ୍ର ସେଠୀଙ୍କର ଘରେ ଭିଜିଲାନ୍ସ ଚଢାଉ। ଏକକାଳୀନ 3ଟି ସ୍ଥାନରେ ଚାଲିଛି ରେଡ୍ । ସାମିଲ ଅଛନ୍ତି 3ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡଙ୍କ ସମେତ 5ଜଣ ASI। ଚନ୍ଦ୍ରଶେଖରପୁର କାନନବିହାର ଫେଜ୍ 2ରେ ଥିବା 4ମହଲା ଘର, ଜଗତସିଂହପୁରରେ ପୈତୃକ ଘର ସମେତ ସାମନ୍ତରାପୁର ଅଫିସ ରୁମରେ ଚଢ଼ାଉ କରୁଛି ଭିଜିଲାନ୍ସ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vigilance raid at CHSE official's house | Argus News