୧୦ ଟି ସ୍ଥାନରେ ଚଢାଉ ଚାଲିଛି
·2 years ago

କଟକ: RTOଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି ।
ବୌଦ୍ଧ, ଭୁବନେଶ୍ୱର, ଭଞ୍ଜନଗର ଓ ବ୍ରହ୍ମପୁର ସମେତ ୧୦ ଟି ସ୍ଥାନରେ ଚଢାଉ ଚାଲିଛି । ଦୁଇ ଜଣ ଏଡିଏସପି, ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀ ରେଡରେ ସାମିଲ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: