Videos
|
Odisha

ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବିଶ୍ବନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍

Rashmita Mishra
Browse all articles by Rashmita Mishra
·1 year ago
ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବିଶ୍ବନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍

ଅର୍ଗସ ବ୍ୟୁରୋ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବିଶ୍ବନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଟିମ୍ ଜୟପୁର, ଗଂଜାମ ଓ ଭୁବେନଶ୍ବରର ୬ଟି ସ୍ଥାନରେ ଚଢଉ କରୁଛି । ବିଶ୍ବନାଥଙ୍କ ଜୟପୁରରେ ତିନି ମହଲା ଘର, ଗଂଜାମ ବେଲଗୁଣ୍ଠାରେ ଦୁଇ ମହଲା ଘର, ଭୁବନେଶ୍ବର ନିଳାଦ୍ରୀ ବିହାର ସ୍ଥିତ ତାଙ୍କ ସମ୍ପର୍କୀୟ ଘରେ ରେଡ୍ ହେଉଛି । ଏଥିସହ ଜୟପୁର ସ୍ଥିତ ତାଙ୍କ ବାସଭବନ ଓ ଅଫିସରେ ମଧ୍ୟ ଚଢଉ ଚାଲିଛି । ଚଢଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored