Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗଡନାୟକଙ୍କର ଘରେ ରେଡ୍ , ୮ଟି ସ୍ଥାନରେ ଚଢାଉ

Odisha

ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗଡନାୟକଙ୍କର ଘରେ ରେଡ୍ , ୮ଟି ସ୍ଥାନରେ ଚଢାଉ

Swayangprajna Mishra
Browse all articles by Swayangprajna Mishra
·2 years ago
ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗଡନାୟକଙ୍କର ଘରେ ରେଡ୍ , ୮ଟି ସ୍ଥାନରେ ଚଢାଉ

ଭୁବନେଶ୍ବର : ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସଂମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢାଉ । ଭୁବନେଶ୍ବର ଏବଂ ବ୍ରହ୍ମପୁରସ୍ଥିତ ଘରେ  ଓ ଅଫିସରେ ଏକାକାଳାୀନ ରେଡ ।

ଅଧିକ ପଢନ୍ତୁ : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ଚଢାଉରେ ୮ ଡିଏସପି , ୫ ଇନିସପେକ୍ଟର  ଓ ଅନ୍ୟ କର୍ମଚାରୀ ସାମିଲ । ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗଡନାୟକଙ୍କର ଘରେ ରେଡ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vigilance raid at the house of Chief Supply Officer Prashant Gadnaik | Argus News