Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OSRTC ଚିଫ୍‌ ଆକାଉଣ୍ଟାସ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌

Rashmita Mishra
Browse all articles by Rashmita Mishra
·1 year ago
OSRTC ଚିଫ୍‌ ଆକାଉଣ୍ଟାସ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଅର୍ଗସ ବ୍ୟୁରୋ: OSRTC ଚିଫ୍‌ ଆକାଉଣ୍ଟାସ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଚିଫ୍‌ ଆକାଉଣ୍ଟାସ୍ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଏକ କାଳିନ 7ଟି ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରୀ । ଭୁବନେଶ୍ବର 6ଟି ଓ ବାରପଦାର ଗୋଟିଏ ସ୍ଥାନରେ ଚାଲିଛି ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଭୁବନେଶ୍ବର ନନ୍ଦନ ବିହାର ଫ୍ଳାଟ୍‍, ପଳାଶୁଣୀରେ ଥିବା ଦୁଇଟି ଦୁଇ ମହଲା ଘର, ବାରିପଦା ଷ୍ଟେସନ ରୋଡ୍‍ ଓ ତାଙ୍କ ଅଫିସରେ ଚଢଉ ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance raid at the house of OSRTC Chief Accounts Officer | Argus News