Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରିନ୍ସିପାଲଙ୍କ ଘରେ ରେଡ୍

Smruti Parija
Browse all articles by Smruti Parija
·2 years ago
ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପ୍ରିନ୍ସିପାଲଙ୍କ ଘରେ ରେଡ୍

ପୁରୀ:  ବଲାଙ୍ଗୀର ଆୟୁର୍ବେଦିକ କଲେଜର ପ୍ରିନ୍ସପାଲ ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ଼ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସର ୮ଜଣ ଡିଏସପି, ୬ଜଣ ଇନସ୍ପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ଏହି ରେଡ୍ କରୁଛନ୍ତି । ତା ସହିତ ପୁରୀର ୪ଟି ସ୍ଥାନ, ବଲାଙ୍ଗୀରର ଗୋଟିଏ ସ୍ଥାନ ଓ ସମ୍ବଲପୁରର ଗୋଟିଏ ସ୍ଥାନରେ ଚାଲିଛି ରେଡ ।

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର

ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜର ପୂର୍ବତନ ପ୍ରିନ୍ସପାଲ ଥିଲେ ସୁଦର୍ଶନ । ପୁରୀ ସ୍ଥିତ କାସିହରିପୁର ଘର ଏବଂ ସାକ୍ଷୀଗୋପାଳ ସ୍ଥିତ ପୈତୃକ ବାସଭବନ ଶ୍ରୀରାମଚନ୍ଦ୍ରପୁର,ସାକ୍ଷୀଗୋପାଳ ବଜାରରେ ଥିବା ଗୋପିନାଥ ଡାକ୍ତରଖାନା ସହ ବାଲାଙ୍ଗିରର ଅନେକ ସ୍ଥାନରେ ଚାଲିଛି ଏକକାଳୀନ ରେଡ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅପରାଧ ଖବର ଆହୁରି ପଢନ୍ତୁ

Sponsored
Vigilance raid at the house of Sudaran Behera, principal of U.A. Medical College, Balangir. | Argus News