Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢାଉ 

Odisha

 ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢାଉ 

Manini Pattanayak
Browse all articles by Manini Pattanayak
·1 year ago
 ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢାଉ 

 ବାଲେଶ୍ଵର : ବାଲେଶ୍ଵର ଗ୍ରାମ ନିର୍ମାଣ ମଣ୍ଡଳ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ଭିଜିଲାନ୍ସର ଚଢ଼ାଉ । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ  କୁକୁଡ଼ା ପଦା ସ୍ଥିତ କାର୍ଯ୍ୟଳୟ ଓ ସରକାରୀ ବାସଭବନ ରେ ଚଢାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। 
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance raid in the office of Chief Engineer of Village Construction Mandal Department | Argus News