Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ

Swayangprajna Mishra
Browse all articles by Swayangprajna Mishra
·1 year ago
ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ

ଭୁବନେଶ୍ବର : ଭିଜିଲାନ୍ସ ପଞ୍ଝାରେ R&Bର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଚଢାଉ କରୁଛି ଭିଜିଲାନ୍ସ । ଭୁବନେଶ୍ବର, କଟକ ଓ ଝାରସୁଗୁଡ଼ା ସମେତ 9ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି ।

ଅଧିକ ପଢନ୍ତୁ : ଶ୍ମଶାନ ଗୃହ ବିଲ୍‌ କରାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ

ଭୁବନେଶ୍ବରର ନୟାପଲ୍ଲୀ ଆପାର୍ଟମେଣ୍ଟ ଘର, କସମୋପଲିସରେ ଦୁଇଟି ଫ୍ଲାଟ୍, ଝାରସୁଗୁଡ଼ା ଆଶିଆନା ଆପାର୍ଟମେଣ୍ଟରେ 3ଟି ଫ୍ଲାଟ୍ ଓ କଟକ ଆଠଗଡ଼ ପୈତୃକ ବାସଭବନ ଓ ତିଗିରିଆର ସଂପର୍କୀୟଙ୍କ ଘରେ ଏହି ଚଢାଉ ଜାରି ରଖିଛି ଟିମ୍ । ଭିଜିଲାନ୍ସ ଟିମରେ 12 ଜଣ ଡିଏସପି, 12 ଜଣ ଇନ୍ସପେକ୍ଟର, 16 ଜଣ ଏଏସଆଇ ଅଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
vigilance raid on former chief engineer tara prasad mishra | Argus News