Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

IDCO ର ଜୁନିୟର ମ୍ୟାନେଜର ଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Rashmita Mishra
Browse all articles by Rashmita Mishra
·1 year ago
IDCO ର ଜୁନିୟର ମ୍ୟାନେଜର ଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଅର୍ଗସ ବ୍ୟୁରୋ: IDCO ର ଜୁନିୟର ମ୍ୟାନେଜର ଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ ।6ଟି ଜାଗାରେ ଏକ କାଳିନ ରେଡ୍ । 8ଜଣ ଡ଼ିଏସପି, 8ଜଣ ଇନସିପେକ୍ଟର ରେଡରେ ସାମିଲ । ଭୁବନେଶ୍ୱର ର ଆର୍ଯ୍ୟବିହାର, ପୁରୀ, ଜଙ୍କିଆ ଇଡ଼କୋ ଅଫିସ, ଜଙ୍କିଆ ର କ୍ରସର ୟୁନିଟରେ ରେଡ କରୁଛି ଭିଜିଲାନ୍ସ । ସାମନ୍ତରା ପୁରରେ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । 

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance raids at IDCO's junior manager's house | Argus News