Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SDJM କୋର୍ଟରେ ହାଜର ହୋଇପାରନ୍ତି ବିଜୟ ଶଙ୍କର ଦାସ ଓ ସୋମାଲିକା

Smruti Parija
Browse all articles by Smruti Parija
·2 years ago·1 min read
SDJM କୋର୍ଟରେ ହାଜର ହୋଇପାରନ୍ତି ବିଜୟ ଶଙ୍କର ଦାସ ଓ ସୋମାଲିକା

ଜଗତସିଂହପୁର: ଆସନ୍ତା 27 ତାରିଖରେ ଜଗତସିଂହପୁର SDJM କୋର୍ଟରେ ହାଜର ହୋଇପାରନ୍ତି ବିଜେଡି ବିଧାୟକ ବିଜୟ ଶଙ୍କର ଦାସ । ସେହି ଦିନ ଦିନ ସୋମାଲିକା କୋର୍ଟରେ ହାଜର ହେବାପାଇଁ ମାନ୍ୟବର କୋର୍ଟ ନୋଟିସ କରିଛନ୍ତି । ତେବେ ସେହି ଦିନ ତିର୍ତ୍ତୋଲ ବିଜେଡି ବିଧାୟକ ମଧ୍ୟ ଉପସ୍ଥିତ ରହିପାରନ୍ତି ।

ବିଧାୟକ ସେକ୍ସ ରାକେଟ, ଅନେକ ନାରୀମାନଙ୍କ ସହିତ ସମ୍ପର୍କ ରହିଥିବା ନେଇ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ କରିଥିଲେ । ବିଧାୟକ ପ୍ରେମ କରି ମଧ୍ୟ ସୋମାଲିକାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରଣା ଭଳି ଅନେକ ଘଟଣା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ ସୋମାଲିକା । 

ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୋଗର ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରିଥିଲେ।  ତେବେ ଆସନ୍ତା ଫେବୁୟାରୀ ୨୭ ତାରିଖ ଦିନ ଉଭୟ ଜଗତସିଂହପୁର SDJM କୋର୍ଟରେ ହାଜର ହେବା ନେଇ ସୂଚନା ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Vijay Shankar Das and Somalika may appear in SDJM court-jagatsinghpur | Argus News