Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ବିଜୟାଦଶମୀ: ଦୂର୍ଗାପୂଜା ମଣ୍ଡପ ବୁଲି ଦେଖିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Odisha

ଆଜି ବିଜୟାଦଶମୀ: ଦୂର୍ଗାପୂଜା ମଣ୍ଡପ ବୁଲି ଦେଖିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ବିଜୟାଦଶମୀ: ଦୂର୍ଗାପୂଜା ମଣ୍ଡପ ବୁଲି ଦେଖିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ । ବିଜୟା ଦଶମୀ ଅବସରରେ ବିଭିନ୍ନ ଦୂର୍ଗାପୂଜା ମଣ୍ଡପ ବୁଲି ମାଙ୍କ ଆର୍ଶୀବାଦ ନେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦୂର୍ଗାପୂଜା ମଣ୍ଡପ ବୁଲିଛନ୍ତି ମନ୍ତ୍ରୀ । ଆଜି ବିଜୟା ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତଙ୍କ ସୁରକ୍ଷା ଏବଂ ସୁରୁଖୁରୁରେ ମା'ଙ୍କ ଦର୍ଶନ ପାଇଁ କଡାକଡି ବ୍ୟବସ୍ଥା କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijaya Dashami today: krushna chandra mahapatra visited the Durga Puja Mandap | Argus News