Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିରେ ମିଶିଲେ ବିଜୟଙ୍କ ପୁଅ

Ritu Das
Browse all articles by Ritu Das
·2 years ago
ବିଜେଡିରେ ମିଶିଲେ ବିଜୟଙ୍କ ପୁଅ

ଅର୍ଗସ ବ୍ୟୁରୋ: ବିଜେଡିରେ ମିଶିଲେ ବିଜୟ ନନ୍ଦନ। ନବୀନ ନିବାସରେ ମିଶ୍ରଣ ପର୍ବରେ ହେଲେ ସାମିଲ। ଶତାଧିକ କର୍ମୀଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ହେଲେ ସାମିଲ। ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ହେବେ ସାମିଲ। ତାଙ୍କ ସମର୍ଥକଙ୍କ ନବୀନ ଆଗରେ ଗହଳି ହୋଇଛି। 

କିଛି କେନ୍ଦ୍ରାପଡା ନେତା ନବୀନ ନିବାସରେ ପହଞ୍ଚିଲେଣି। ଏକ ନାଟକୀୟ ମୋଡ଼ରେ 2000 ମସିହାରେ ବିଜୟ ମହାପାତ୍ରଙ୍କ ଟିକେଟ କାଟିଥିଲା ବିଜେଡି। ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିଲେ ବିଜୟ ମହାପାତ୍ର। ପୂର୍ବରୁ ଏହି ଫର୍ମୁଲାରେ ନଳିନୀ ମହାନ୍ତି ଙ୍କ ପୁଅ ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହୋଇଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijaya's son | Argus News