|
logo
Live

Argus News - ଭିମସାରରୁ ଡିସଚାର୍ଜ ହେଲା ବୋରୱେଲରୁ ଉଦ୍ଧାର ଶିଶୁ ବିଜୟିନୀ

Odisha

ଭିମସାରରୁ ଡିସଚାର୍ଜ ହେଲା ବୋରୱେଲରୁ ଉଦ୍ଧାର ଶିଶୁ ବିଜୟିନୀ

Ritu Das
Browse all articles by Ritu Das
·2 years ago
ଭିମସାରରୁ ଡିସଚାର୍ଜ ହେଲା ବୋରୱେଲରୁ ଉଦ୍ଧାର ଶିଶୁ ବିଜୟିନୀ

ଅର୍ଗସ ବ୍ୟୁରୋ: ସମ୍ବଲପୁରରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଭିମ୍‌ସାର ମେଡିକାଲରୁ ଡିସଚାର୍ଜ ହେଲା ବିଜୟିନୀ। ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀ ଏବେ ଭୀମସାରରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯିବ। ମାସେ ପୂର୍ବରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଲାରୀପାଲି ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିଲା।

୨୦୨୩ ମସିହା ଡିସେମ୍ବର ୧୨ ତାରିଖରେ ଏକ ପରିତ୍ୟକ୍ତ ବୋରୱେଲରୁ ରାତି ପ୍ରାୟ 9.40 ମିନିଟରେ ବହୁ ପରିଶ୍ରମ କରି ଉଦ୍ଧାର କରାଯାଇଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭିମସାରରୁ ଡିସଚାର୍ଜ ହେଲା ବୋରୱେଲରୁ ଉଦ୍ଧାର ଶିଶୁ ବିଜୟିନୀ | Argus News