Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଂଲାଦେଶରେ ହିଂସା,  ଓଡ଼ିଶାରେ ହାଇଆଲର୍ଟ 

Manini Pattanayak
Browse all articles by Manini Pattanayak
·1 year ago·1 min read
ବାଂଲାଦେଶରେ ହିଂସା,  ଓଡ଼ିଶାରେ ହାଇଆଲର୍ଟ 

ପୁରୀ :  ବାଂଲାଦେଶରେ ହିଂସା । ଓଡ଼ିଶାରେ ହାଇଆଲର୍ଟ । ରାଜ୍ୟରେ କେମିତି ସମୁଦ୍ର ତଟରେ ଚାଲିଛି ପ୍ରାଟୋଲିଂ ? । ଜଳପଥରେ କେମିତି ଜଗୁଛି ମେରାଇନ୍ ପୋଲିସ୍ ? । ପ୍ରାଟୋଲିଂ ବ୍ୟବସ୍ଥାର ରିୟଲିଟ୍ ଚେକ୍ କରିଛି ଅର୍ଗସ୍ । ପ୍ରାଟୋଲିଂ ଟିମ୍ ସହ ସମୁଦ୍ର ମୁଁହାଣରେ ଗୋଟିଏ ଦିନ । ବାଜୁଛି ପୋଲିସ୍ ସାଇରନ୍, ଜଳପଥରେ ଘୁରି ବୁଲୁଛି ମେରାଇନ୍ ପୋଲିସ୍ ।

ସମୁଦ୍ର ତଟ ସହ ଚିଲିକା ଭିତରେ ପଇଁନ୍ତରା ମାରୁଛି ଅରଖକୁଦା ମେରାଇନ୍ ପୋଲିସ୍ ସହ ଟେକ୍ନିକାଲ୍ ଟିମ୍ । ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ ଚକର କାଟୁଛି ପ୍ରାଟୋଲିଂ ବୋର୍ଟ ଭ୍ୟାନ୍। ସମୁଦ୍ର ଓ ଚିଲିକା ଭିତରେ ଅଜଣା ବୋଟ୍, ଡଙ୍ଗାକୁ ଅଟକାଇ ପଚରା ଉଚରା କରୁଛି ମେରାଇନ୍ ପୋଲିସ୍ । ପରିଚୟ ପତ୍ର ଯାଞ୍ଚ କରୁଛି ମେରାଇନ୍ ପୋଲିସ୍ । କଡାକଡି ଭାବେ ସମୁଦ୍ର ତଟରେ ପ୍ରାଟୋଲିଂ କରୁଛି ମେରାଇନ୍ ପୋଲିସ୍।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Violence in Bangladesh, high alert in Odisha | Argus News