Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେବଗଡ଼ରେ ବବି ଦାସଙ୍କୁ ବିଜେଡି କର୍ମୀଙ୍କ ଜୋରଦାର ବିରୋଧ

Ritu Das
Browse all articles by Ritu Das
·2 years ago
ଦେବଗଡ଼ରେ ବବି ଦାସଙ୍କୁ ବିଜେଡି କର୍ମୀଙ୍କ ଜୋରଦାର ବିରୋଧ

ଅର୍ଗସ ବ୍ୟୁରୋ: ଦେବଗଡ଼ରେ ବବି ଦାସଙ୍କୁ ବିଜେଡି କର୍ମୀଙ୍କ ଜୋରଦାର ବିରୋଧ। ରାସ୍ତାକୁ ଓହ୍ଲାଇ ବିଜେଡି ସାଂଗଠନିକ ସମ୍ପାଦକଙ୍କ ବିରୋଧରେ ନାରା ଦେଲେ ସ୍ଥାନୀୟ ନେତା ରୁନୁ ବିଶ୍ବାଳଙ୍କ ସମର୍ଥକ। 

ପ୍ରଣବ ପ୍ରକାଶଙ୍କୁ ଦେଲେ ଖୁଲମ ଖୁଲ୍ଲା ଧମକ। ରୁନୁଙ୍କୁ ଟିକେଟ ନ ଦେଲେ ଦେବଗଡ଼ରେ ରଖିବେ ନାହିଁ ବବି ଓ ବିଜୁ ଜନତା ଦଳର ଚିହ୍ନ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Violent protest by BJD | Argus News