Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରବିକାନ୍ତଙ୍କ ବଦଳି ପରେ ଆବାସିକ କମିଶନର ଭାବେ ଦାୟିତ୍ବ ନେଲେ ବିଶାଳ ଗଗନ

Smruti Parija
Browse all articles by Smruti Parija
·2 years ago
ରବିକାନ୍ତଙ୍କ ବଦଳି ପରେ ଆବାସିକ କମିଶନର ଭାବେ ଦାୟିତ୍ବ ନେଲେ ବିଶାଳ ଗଗନ

ଅର୍ଗସ ବ୍ୟୁରୋ: IAS ଅଫିସର ରବିକାନ୍ତଙ୍କ ବଦଳି ପରେ ଆବାସିକ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ବିଶାଳ ଗଗନ । ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କଲେ ବିଶାଳ ଗଗନ । IAS ଅଧିକାରୀ ରବିକାନ୍ତଙ୍କ ଉପରେ ସରକାରୀ ଅଫିସର ଥାଇ ବିଜେଡିକୁ ଫାଇଦା ପହଞ୍ଚାଉଥିବାର ଅଭିଯୋଗ ଲାଗିଥିଲା । ଯାହା ପରେ ତାଙ୍କୁ ଗୃହବିଭାଗର osd ଭାବେ ନିଯୁକ୍ତ କରାଯାଇଛି । 

ଏବେ ତାଙ୍କ ସ୍ଥାନରେ 1998 ବ୍ୟାଚର IAS ଅଧିକାରୀ ବିଶାଲ ଗଗନଙ୍କୁ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ବିଶାଳ ଏବେ ଶିଳ୍ପ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ରହିଛନ୍ତି।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vishal Gagan took charge as the Resident Commissioner | Argus News