Videos
|
Odisha

ଓଟିଟି ପ୍ଲାଟଫର୍ମ ବିଭୁ ଅଗ୍ରୱାଲଙ୍କ ବିରୁଦ୍ଧରେ ଏତଲା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ

Banajyotshna Ray
Browse all articles by Banajyotshna Ray
·1 year ago
ଓଟିଟି ପ୍ଲାଟଫର୍ମ ବିଭୁ ଅଗ୍ରୱାଲଙ୍କ ବିରୁଦ୍ଧରେ ଏତଲା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ

ଅର୍ଗସ ବ୍ୟୁରୋ:  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଓଟିଟି ପ୍ଲାଟଫର୍ମରେ ବିଭ୍ରାନ୍ତକର ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଓଟିଟି ପ୍ଲାଟଫର୍ମ ହରିଓମ୍ ର ଫାଉଣ୍ଡର ବିଭୁ ଅଗ୍ରୱାଲଙ୍କ ବିରୁଦ୍ଧରେ ଏତଲା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ। ହିନ୍ଦୀ ଭାଷାରେ ଓଟିଟି ପ୍ଲାଟଫର୍ମ ହରି ଓମ୍ ରେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଜୟ ଜଗନ୍ନାଥ ନାମକ ଏକ ଧାରାବାହିକ ଆସନ୍ତାକାଲି ପ୍ରସାରିତ ହେବାକୁ ଯାଉଛି। ତେବେ ରିଲିଜ ହୋଇଥିବା ଟିଜରରେ ଶ୍ରୀକୃଷ୍ଣଙ୍କ ଦେହାନ୍ତ ପରେ ତାଙ୍କ ଆତ୍ମା ଶ୍ରୀଜଗନ୍ନାଥଙ୍କ ରତ୍ନଚିତା ଦେଇ ତାଙ୍କ ଶରୀରରେ ପ୍ରବେଶ କରାଯାଉଥିବା ଦର୍ଶା ଯାଇଛି। ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଜଗନ୍ନାଥ ସଂସ୍କୃତି ସମ୍ବନ୍ଧେ ଏହା ଭୁଲ ତଥ୍ୟ। ଯାହାକୁ ନେଇ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ଏତଲା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vishwa Hindu Council has hit out at OTT platform bibhu Agarwal | Argus News