Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ ସରକାରଙ୍କ ୱେବସାଇଟରୁ ଭିଜନ 5Tର ତଥ୍ୟ ଗାଏବ୍

Swayangprajna Mishra
Browse all articles by Swayangprajna Mishra
·2 years ago
ରାଜ୍ୟ ସରକାରଙ୍କ ୱେବସାଇଟରୁ ଭିଜନ 5Tର ତଥ୍ୟ ଗାଏବ୍

ଅର୍ଗସ ବ୍ୟୁରୋ :କୁଆଡେ ଗଲା ଭିଜନ 5T । ରାଜ୍ୟ ସରକାରଙ୍କ ୱେବସାଇଟରୁ ଭିଜନ 5Tର ସବୁ ତଥ୍ୟ ଉଭାନ । ୱେବସାଇଟରେ କ୍ଲିକ କଲେ କୌଣସି ଡାଟା ସୋ କରୁନି । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ୱେବସାଇଟରୁ 5T ତଥ୍ୟ ଡିଲିଟ କରିବାକୁ କାହିଁକି ବାଧ୍ୟ ହେଲେ ରାଜ୍ୟ ସରକାର ? ଏହାକୁ ନେଇ  ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ମୁଖପାତ୍ର ଅନିଲ ବିଶ୍ଵାଳ 

ଅଧିକ ପଢନ୍ତୁ : ବିଜେପି ଅଭିଯୋଗ କଲା, ନିର୍ବାଚନ କମିଶନ ଆକ୍ସନ ନେଲେ

କିଛି ଦିନ ତଳେ ସି - ଭିଜିଲ ଆପରେ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ପଦରୁ ବିଜେଡ଼ି ନେତା ଭି.କେ. ପାଣ୍ଡିଆନଙ୍କୁ ହଟାଇଥିଲେ ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vision 5T data is deleted from state government website | Argus News