ଗ୍ରାମରେ ଝାଡାବାନ୍ତି ଆତଙ୍କ, ସପ୍ତାହ ଭିତରେ ଗଲାଣି ୩ ଜୀବନ
·1 year ago

ବାଲେଶ୍ୱର: ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଶିମିଳିଖୁଲ ଗ୍ରାମରେ ଝାଡାବାନ୍ତି ଆତଙ୍କ। ସପ୍ତାହ ଭିତରେ ଗଲାଣି ତିନି ଜୀବନ l ଏବେବି ପାଞ୍ଚରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ। ଜଣେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ତେବେ ଗାଁ ରେ ଡାକ୍ତରୀ ଟିମ ଠିକ ଭାବରେ ଚିକିତ୍ସା କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l
ଏପରିକ ବାଲେଶ୍ବର ସିଡିଏମଙ୍କୁ ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଥିଲେ ମଧ୍ୟ ଉଚ୍ଚିତ ଶିକ୍ଷା ମିଳିପାରୁନଥିବା ଅଭିଯୋଗ ହୋଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: