Videos
|
Odisha

ନୋମିନେଶନ ପର୍ଯ୍ୟନ୍ତ ସଂଶୋଧନ ହୋଇପାରିବ ଭୋଟରଙ୍କ ନାମ

Manini Pattanayak
Browse all articles by Manini Pattanayak
·2 years ago
ନୋମିନେଶନ ପର୍ଯ୍ୟନ୍ତ ସଂଶୋଧନ ହୋଇପାରିବ ଭୋଟରଙ୍କ ନାମ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରି ଧଳଙ୍କ ପ୍ରେସମିଟ୍। ଭୋଟର ତାଲିକା  ସଂଶୋଧନ ନେଇ  ନିକୁଞ୍ଜ ବିହାରୀ ଧଳ  ପ୍ରେସ୍‌ ମିଟ୍‌ ରେ ସବିଶେଷ ତଥ୍ୟ ରଖିଛନ୍ତି। ସେ କହିଛନ୍ତି  ଖାସ୍‌ କରି ନୂଆ ଭୋଟର ମାନେ କରେକ୍ସନ ପାଇଁ ଆପ୍ଲାଇ କରିଥିଲେ ଯାହାର ସଂଶୋଧିତ ତଥ୍ୟା ସାମ୍ନାକୁ ଆସିଛି। ଯୁବ  ଏବଂ ମହିଳା ଭୋଟରଙ୍କ ସଂଖ୍ୟା ବଢିଛି।

 ଏହାକୁ ନେଇ ସ୍ୱତନ୍ତ୍ର କ୍ୟାମ୍ପେନ ମଧ୍ୟ କରାଯାଇଥିଲା।  ଏବଂ ତାହାର ଲାଭ ମଧ୍ୟ ମିଳିଛି।  ଯୁବ ଏବଂ ମହିଳା ଭୋଟରଙ୍କ  ସଂଖ୍ୟା ବଢିଛି।  ଯେଉଁ ମାନେ ଏହାପରେ   ନୂଆ ଭୋଟର  ଲିଷ୍ଟରେ ଆବେଦନ କରିବାକୁ ଚାହୁଁଥିବେ ଏବଂ ଯେଉଁମାନେ ସଂଶୋଧନ କରିବାକୁ ଚାହୁଁଥିବେ ସେମାନେ ଏବେ ବି କରି ପାରିବେ। ନୋମିନେଶନ ପର୍ଯ୍ୟନ୍ତ ମଧ୍ୟ ସଂଶୋଧନ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟ  ନିର୍ବାଚନ ଅଧିକାରୀ ।    

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Voter's name can be correction till nomination | Argus News