Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ୱାଦ ଓଡ଼ିଶା ସିଜନ-୨ ; ଆଜି ରାତି 9 ଟା 30,କେବଳ ଅର୍ଗସ ନ୍ୟୁଜରେ

Smruti Parija
Browse all articles by Smruti Parija
·2 years ago·1 min read
ସ୍ୱାଦ ଓଡ଼ିଶା ସିଜନ-୨ ; ଆଜି ରାତି 9 ଟା 30,କେବଳ ଅର୍ଗସ ନ୍ୟୁଜରେ

ଭୁବନେଶ୍ୱର: ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର ଆସିବାରୁ swad odisha Season 2 ର ପ୍ରସାରଣ ସମୟରେ ପରିବର୍ତ୍ତନ ହୋଇଛି । ଆଜି(ରବିବାର) ଅପରାହ୍ନ 1 ଟା 30  ପରିବର୍ତ୍ତେ ରାତି 9 ଟା 30 ରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ହେବ । ଆପଣ ଏହାକୁ ଅର୍ଗସ Youtube, Facbeook ପେଜ୍ ରେ ଦେଖିପାରିବେ । ଏହାସହ ଟିଭିରେ ମଧ୍ୟ ଦେଖିପାରିବେ । ତେବେ ଦେଖିବାକୁ ଜମାରୁ ଭୁଲିବେନି ସ୍ୱାଦ ଓଡିଶା ସିଜନ୍-02, କେବଳ ଅର୍ଗସ ନ୍ୟୁଜରେ । 
 

ଓଡ଼ିଶାରେ ପ୍ରଥମ  କୁକିଙ୍ଗ ରିୟାଲିଟି ସୋ'  ସ୍ୱାଦ ଓଡ଼ିଶା ସିଜନ-୨ ଆରମ୍ଭ ହୋଇଯାଇଛି । ଏହାକୁ ହୋଷ୍ଟ କରୁଛନ୍ତି  ସ୍ମୃତିଶ୍ରୀ ସିଂ । ଏହି ସିଜନରେ  ଓଡ଼ିଶାର  ଖାଣ୍ଟି ଓଡିଆ ବ୍ୟଞ୍ଜନ କିଣିବ ଦର୍ଶକଙ୍କ ମନ । ଭଳିକି ଭଳି ଆଞ୍ଚଳିକ ଏବଂ ପାରମ୍ପରିକ  ଖାଦ୍ୟର ପସରା ଦେଖିବାକୁ ପାଇବେ ଦର୍ଶକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଆଙ୍କ ପ୍ରିୟ ପଖାଳ ଭାତ, ଛେନା ପୋଡ, ମାଛ ବେସର, ପିଠା ଭଳି ଅନେକ ସୁସ୍ୱାଦୁ ବ୍ୟଞ୍ଜନ ତିଆରି ହେବା ସହିତ, ବ୍ୟଞ୍ଜନର ଟିକ୍ ନିକ୍ ଖବର ଆପଣ ପାଇପାରିବେ ଏହି ସୋ ମାଧ୍ୟମରେ । ପ୍ରତିଟି ଓଡ଼ିଆ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ଖାଦ୍ୟ ଓ ସ୍ୱାଦକୁ ଜାଣୁଛନ୍ତି ।  ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟ ଓ ତାର ସ୍ୱାଦକୁ ନେଇ ଆରମ୍ଭ ହୋଇଛି  ସ୍ୱାଦ ଓଡ଼ିଶା ସିଜନ-୨ । ତେବେ ଦେକିବାକୁ ଜମାରୁ ଭୁଲିବେନି । ଆମର ଏହି ନିଆରା ଓ ସୁନ୍ଦର ସୋ ।  

ଓଡ଼ିଶାରେ ପ୍ରଥମ କୁକିଙ୍ଗ ରିୟାଲିଟି ସୋ' ସ୍ୱାଦ ଓଡ଼ିଶା ସିଜନ-୨
 

Sponsored
watch-odishas-first-cooking-reality-show-swad-odisha-season-2-on-argus-news | Argus News