Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁକୁ ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ହନ୍ତସନ୍ତ ଲୋକେ

Banajyotshna Ray
Browse all articles by Banajyotshna Ray
·2 years ago
ଗାଁକୁ ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ହନ୍ତସନ୍ତ ଲୋକେ

ଅର୍ଗସ ବ୍ୟୁରୋ:  ଗାଁକୁ ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଗାଁରେ ଥିବା ନଳକୂପ ଅଚଳ ହେବା ପରେ ଗ୍ରାମବାସୀଙ୍କ ଭରସା ପାଲଟିଛି ନାଳ ଚୂଆ । ପିଲା ଛୁଆଙ୍କ ପାଇଁ ଘର ଠାରୁ ୧ କିଲୋମିଟର ଦୂରକୁ ଯାଇ କଂସା କଂସା କରି ପାଣି ସଂଗ୍ରହ କରୁଛନ୍ତି ମହିଳା । ଏହି ଦୃଶ୍ୟକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି ଗାଁରେ ଥିବା ଜଳ ସମସ୍ୟା । ଖରା ବଢୁଥିବା ବେଳେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ ।

ଖରାଦିନ ଆରମ୍ଭରୁ ଏଭଳି ଅବସ୍ଥା । ଆଗକୁ ଖରା ବଢ଼ିବା ସହ ଲୋକଙ୍କ ଜଳ ଯନ୍ତ୍ରଣା ମଧ୍ୟ ଅସହ୍ୟ ହେବ । ତେଣୁ ବିଭାଗ ତରଫରୁ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
water crisis in villages | Argus News