Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ବ୍ଲକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ

Banajyotshna Ray
Browse all articles by Banajyotshna Ray
·2 years ago
ଆଜିଠୁ ବ୍ଲକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ

ଅର୍ଗସ ବ୍ୟୁରୋ: ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦେଲେନି ସରକାର ।  ଆଜିଠୁ ବ୍ଲକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ।  ବଙ୍ଗୋମୁଣ୍ଡାକୁ ଏନଏସି ନ କରାଯାଇ ଅଣଦେଖା କରାଯାଇଥିବା ବେଳେ ଦୀର୍ଘ ବର୍ଷ ହେଲା ଏନଏସି ଦାବି ନେଇ ଆନ୍ଦୋଳନ କରାଯାଇଥିଲା । ହେଲେ ନୂତନ ଏନଏସି ଘୋଷଣାରେ ବଙ୍ଗୋମୁଣ୍ଡା ନାମ ନଥିବାରୁ ଅଞ୍ଚଳବାସୀ ପୁଣି ଥରେ ନିରାଶ ହୋଇଛନ୍ତି  । ବଙ୍ଗୋମୁଣ୍ଡା ବ୍ଲକରେ ଥିବା ତହସିଲ ଓ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇ ଦିଆଯିବ ବୋଲି ଆନ୍ଦୋଳନକାରୀ ମାନେ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
We are on an indefinite hunger strike in front of the block from today | Argus News