Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆହୁରି ୫ ଦିନ ଯାଏଁ ତାତିରୁ ନିସ୍ତାରୁ ନାହିଁ

Odisha

ଆହୁରି ୫ ଦିନ ଯାଏଁ ତାତିରୁ ନିସ୍ତାରୁ ନାହିଁ

Rashmita Mishra
Browse all articles by Rashmita Mishra
·1 year ago
ଆହୁରି ୫ ଦିନ ଯାଏଁ ତାତିରୁ ନିସ୍ତାରୁ ନାହିଁ

ଅର୍ଗସ ବ୍ୟୁରୋ: ଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର।.ଉପକୂଳ ଓଡ଼ିଶାରେ କଲବଲ କରିବ ଗୁଳୁଗୁଳି। ସେପଟେ ହିଟୱେଭରେ ୩ ଦିନ ଜଳିବ ପଶ୍ଚିମ ଓଡ଼ିଶ ।

ଏଥିପାଇଁ ବଲାଙ୍ଗିର, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି...'କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁରକୁ ୟେଲୋ ୱାର୍ଣ୍ଣିଂ'।.ଓଡ଼ିଶାକୁ ମୌସୁମୀ ଆସିବା ନେଇ କୌଣସି ଆକଳନ ହୋଇନି ।.ପାଗ ଅନୁକୂଳ ନଥିବାରୁ ଓଡ଼ିଶାକୁ ବିଳମ୍ବରେ ଆସିପାରେ ମୌସୁମୀ।  ଓ ତାତି ରହିବା ସମ୍ଭାବନା ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
We did not pass Tati for another 5 days | Argus News