Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୀତ ଦିନେ ଥରାଉଛି ବର୍ଷା

Odisha

ଶୀତ ଦିନେ ଥରାଉଛି ବର୍ଷା

Banajyotshna Ray
Browse all articles by Banajyotshna Ray
·2 years ago
ଶୀତ ଦିନେ ଥରାଉଛି ବର୍ଷା

ଅର୍ଗସ ବ୍ୟୁରୋ: ଶୀତ ଦିନେ ଥରାଉଛି ବର୍ଷା । କେଉଁଠି ଝିପିଝିପି ତ ଆଉ କେଉଁଠି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ବର୍ଷା ସାଙ୍ଗକୁ କୋହଲା ପାଗ କରୁଛି କଲବଲ । ଗତ ତିନି ଦିନ ହେବ ରାଜ୍ୟରେ ଏମିତି ପାଗ ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ, ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଉତ୍ତର ଉପକୂଳ ଓଡ଼ିଶା ସମେତ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳରେ ଲାଗି ରହିଛି ହାଲୁକା ଚର୍ଷା ।

ସେପଟେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିଲେ ବି ଦିନ ଓ ରାତି ତାପମାତ୍ରାରେ ତାରତମ୍ୟ କମ୍ ରହୁଥିବାରୁ ଅନୁଭୂତ ହେଉଛି ଥଣ୍ଡା । ତେବେ ୨୬ରୁ ପାଗ ବଦଳିବା ନେଇ ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
weather update in bhubaneswar | Argus News