Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତିବେଳା ୨ରୁ ୩ ଡିଗ୍ରୀ ହ୍ରାସ ତାପମାତ୍ରା

Banajyotshna Ray
Browse all articles by Banajyotshna Ray
·2 years ago
ରାତିବେଳା ୨ରୁ ୩ ଡିଗ୍ରୀ ହ୍ରାସ ତାପମାତ୍ରା

ଅର୍ଗସ ବ୍ୟୁରୋ: ତଳକୁ ଖସିଛି ପାରଦ, ବଢ଼ିଛି ଶୀତ । ରାତି ବେଳା ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି। ପାହାଡ଼ିଆ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ହ୍ରାସ ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି । ଆସନ୍ତାକାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । ଆଭ୍ୟନ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ପରିଲକ୍ଷିତ ହେବାର ଆଶଙ୍କା ରହୁଛି । ତେବେ ୧୭ରୁ ୧୯ ତାରିଖ ମଧ୍ୟରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
weather update in bhubaneswar | Argus News