Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଦଳିଲା ପାଣିପାଗ, ଅଗ୍ନିବର୍ଷା ପରେ କୋହଲା ପାଗ

Banajyotshna Ray
Browse all articles by Banajyotshna Ray
·2 years ago
ବଦଳିଲା ପାଣିପାଗ, ଅଗ୍ନିବର୍ଷା ପରେ କୋହଲା ପାଗ

ଅର୍ଗସ ବ୍ୟୁରୋ:  କାଳବୈଶାଖୀ ବର୍ଷା ପରେ ବଦଳିଲା ପାଣିପାଗ । ତାତି ଓ ଗୁଳୁଗୁଳିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ୪ ଦିନର ଅଗ୍ନିବର୍ଷା ଖରା ପରେ କୋହଲା ପାଗ ସହ ତଳମୁହାଁ ହୋଇଛି ପାରଦ । ଆସନ୍ତା ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତାପମାତ୍ରା  ୨ ରୁ ୪ ଡିଗ୍ରୀ ହ୍ରାସ ପାଇଛି। ଯାହା ଦ୍ୱାରା ଲୋକେ ସାମାନ୍ୟ ଆଶ୍ୱସ୍ତ ଲାଭକରିଛନ୍ତି। ଯେଉଁଭଳି ଭାବରେ ରାଜ୍ୟରେ ତାତି ଅନୁଭୂତ ହେଉଥିଲା ବର୍ଷା କାରଣରୁ ଲୋକେ ଆଶ୍ୱସ୍ତଲାଭ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
weather update in odisha bhubaneswar | Argus News