Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ

Rashmita Mishra
Browse all articles by Rashmita Mishra
·1 year ago
ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ

ଅର୍ଗସ ବ୍ୟୁରୋ: ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ । ଏନେଇ ବିଭାଗ ତରଫରୁ ଚାଲିଛି ପ୍ରସ୍ତୁତି । କେଉଁ ଜିଲ୍ଲାରେ କେତେ ଗହମ ଆବଶ୍ୟକ ତାହାର ଲିଷ୍ଟ ଦେବେ ଜିଲ୍ଲା ଅଧିକାରୀ । ଲୋକଙ୍କ ଚାହିଦା ହିସାବରେ ଦିଆଯିବ ଗହମ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସେହିପରି EKYC ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଁଚିଛି । ପାଖାପାଖି 85% ଲୋକଙ୍କ ସରିଲାଣି EKYC । 16 ଲକ୍ଷରୁ ଅଧିକ ହେଲେଣି ଅଯୋଗ୍ୟ ହିତାଧିକାରୀ । ଆଉ 15 ଦିନ ଭିତରେ ସରିବ EKYC ପ୍ରକ୍ରିୟା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Wheat will be available to the beneficiaries in the first week of January | Argus News