Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷା ହେଲେ ଭଙ୍ଗା ଅସୁରକ୍ଷିତ ଶ୍ରେଣୀଗୃହରୁ ଖସୁଛି ଅତଡା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବର୍ଷା ହେଲେ ଭଙ୍ଗା ଅସୁରକ୍ଷିତ ଶ୍ରେଣୀଗୃହରୁ ଖସୁଛି ଅତଡା

Key Points

  • ପ୍ରତିଶ୍ରୁତି ପାଲଟିଲା ପାଣିର ଗାର
  • ବର୍ଷା ହେଲେ ଭଙ୍ଗା ଅସୁରକ୍ଷିତ ଶ୍ରେଣୀଗୃହରୁ ଖସୁଛି ଅତଡା
  • ଜରିପାଲ ତଳେ ଚାଲିଛି ଭବିଷ୍ୟତ ଗଢା
  • ଭଙ୍ଗା ଆଜିବେଷ୍ଟ ଘରେ ଚାଲିଛି ଶିକ୍ଷା ଦାନ
  • ୨୦୬ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ମାତ୍ର ୪ ଶିକ୍ଷକ
  • ପ୍ରତିଶ୍ରୁତିରେ ପୂର୍ବ ସରକାରଙ୍କ ମାଳ ମାଳ ଯୋଜନା

ଅର୍ଗସ ବ୍ୟୁରୋ:  ମାଲକାନଗିରିରେ ପୁଣି ବର୍ଷା ତାଣ୍ଡବ । ଲଗାଣ ବର୍ଷାରେ ବୁଡ଼ିଲା କନ୍ୟାଶ୍ରମ ପୋଲ । ଫଳରେ କାଲିମେଳାରୁ ପଡିଆ ବ୍ଲକକୁ ଯାତାୟତ ବନ୍ଦ ରହିଛି । ପୋଲ ଉପରେ ୨ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଥିଲା ।  ମାଲାକାନଗିରିରୁ ମୋଟୁ ସମେତ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତକାଲି ରାତିରେ ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଯାତିୟ ରାଜପଥ ଥିବା କାଙ୍ଗୁରୁକୁଣ୍ଡା ପୋଲ ଉପରେ ଚାଲିଛି ୨ଫୁଟର ପାଣି । ଝିପିଝିପି ବର୍ଷା ଲାଗିରହିଥ‌ିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ସେହିପରି ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ  ଉପରେ ୨ ରୁ ୪ଫୁଟ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ଜିଲ୍ଲାର କାଲିମେଳା ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ଲଗାଣ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ନଦୀ ନାଳ ଜଳ ରାସ୍ତା ଉପରେ ପ୍ରବାହିତ ହୋଇ ନଦୀର ଭ୍ରମ ଶୃଷ୍ଟି କରୁଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗିରହିଛି।  ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ  ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
When it rains, the broken, unsecured classrooms are falling down | Argus News