Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାତ ଖୋଳୁଥିବା ବେଳେ ଅଚାନକ ଗାଡିରେ ଲାଗିଯାଇଥିଲା ନିଆଁ

Banajyotshna Ray
Browse all articles by Banajyotshna Ray
·1 year ago
ଗାତ ଖୋଳୁଥିବା ବେଳେ ଅଚାନକ ଗାଡିରେ ଲାଗିଯାଇଥିଲା ନିଆଁ

ଅର୍ଗସ ବ୍ୟୁରୋ:  ଗାତ ଖୋଳୁଥିବା ବେଳେ ହୁ ହୁ ହୋଇ ଜଳିଗଲା ବୋରୱେଲ ଗାଡି । ଏମିତି ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ରେ। ପାଟଣାଗଡ଼ ଥାନା କର୍ଲାମାଳ ଗାଁର ଛନ୍ଦା ଚରଣ ଷାଣ୍ଡଙ୍କ ଘର ପଛ ପଟେ ଆଜି ବୋରୱେଲ ଖୋଲାଯାଉଥିଲା । ଗାତ ଖୋଳୁଥିବା ବେଳେ ଅଚାନକ ଗାଡିରେ ଲାଗିଯାଇଥିଲା ନିଆଁ । ନିଆଁ କେମିତି ଲାଗିଲା ତାହା ଅସ୍ପଷ୍ଟ ରହିଛି । ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
While digging a hole, suddenly the vehicle caught fire | Argus News