ସାଥି ହୋଇ ଖେଳୁଥିବାବେଳେ ପଡ଼ିଲା ବଜ୍ରପାତ
·2 years ago

ଅର୍ଗସ ବ୍ୟୁରୋ: ବଜ୍ରପାତରେ ଜଣେ ଶିଶୁ କନ୍ୟାଙ୍କ ଜୀବନ ଯାଇଛି। ଆଜି ସନ୍ଧ୍ୟା ସମୟରେ ବଜ୍ରପାତ ହେବାରୁ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା। ମୃତ ଶିଶୁକନ୍ୟା ଜଣକ ହେଲେ ବାଙ୍ଗିରିପୋଷି ଥାନା ଅଧୀନ ସୋରିଷ ପାଳ ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମର କାନ୍ଦରା ମାର୍ଣ୍ଡିଙ୍କ ଝିଅ ଜୟସ୍ମୀନ ରାଣୀ ମାର୍ଣ୍ଡି(୬)।
ଜସ୍ମିନ ପରିବାର ଲୋକଙ୍କ ସହିତ ନବନିର୍ମିତ ଛାତଘର ଝରକା ପାଖରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା ସେଠାରେ ସେ ଟଳି ପଡ଼ିଥିଲା ବେଳେ ସାଙ୍ଗରେ ଥିବା ଆଉ ତିନି ଜଣ ମଧ୍ୟ ଆହତ ହୋଇଥିଲେ l ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: