Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଛ ଧରି ଫେରୁଥିବା ବେଳେ ସମୁଦ୍ରରେ ବୁଡିଗଲା ଡଙ୍ଗା

Ritu Das
Browse all articles by Ritu Das
·1 year ago
ମାଛ ଧରି ଫେରୁଥିବା ବେଳେ ସମୁଦ୍ରରେ ବୁଡିଗଲା ଡଙ୍ଗା

ଅର୍ଗସ ବ୍ୟୁରୋ: ତାଳସାରୀ ମୁହାଣରେ ମାଛଧରା ଡଙ୍ଗା ବୁଡିଯାଇଛି। ମାଛ ଧରି ଫେରିବା ବେଳେ ଏହି ଅଘଟଣ ଘଟିଛି। କିନ୍ତୁ ଡଙ୍ଗା ବୁଡିବା ପରେ ମତ୍ସଜୀବୀ ବର୍ତ୍ତିଯାଇଛନ୍ତି। ୨ ଜଣଙ୍କୁ ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ଆଉ ଏକ ଡଙ୍ଗାରେ ଫେରିଛନ୍ତି। 

ସୂଚନା ଅନୁଯାୟୀ, ୬ ଜଣ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରି ଫେରିବା ସମୟରେ ଏହି ଡଙ୍ଗାଟି ବୁଡିଯାଇଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
While returning | Argus News