Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ କାହିଁକି ଚୁପ୍ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago
ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ କାହିଁକି ଚୁପ୍ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  ରତ୍ନଭଣ୍ଡାର ଚାବି ହଜିବା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ କାହିଁକି ଚୁପ୍ ରାଜ୍ୟ ସରକାର   ? କେଉଁ ମଜବୁରୀ ପାଇଁ ରତ୍ନଭଣ୍ଡାର ପ୍ରସଙ୍ଗ ଲୋକଲୋଚନକୁ ଅଣାଯାଉନି ?କାହିଁକି ରତ୍ନଭଣ୍ଡାର ଖୋଲାଯାଉନି, କାହାକୁ ଘଣ୍ଟ ଘୋଡ଼ାଯାଉଛି ? କାହା ପାପ ଲୁଚାଇବା ପାଇଁ ଏ କାମ କରୁଛନ୍ତି ବିଜେଡି ସରକାର ? ଏଥର ବିଜେଡି ସରକାର ଯିବା ଥୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ ସମୟରେ ବିଜେପି ଆସିଲେ ଚାବି ହଜିବା ରହସ୍ୟ ଖୋଲିବେ ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why state govt silent on ratna bhandar key issue: Dharmendra Pradhan | Argus News