ବନ୍ୟପ୍ରାଣୀ ଅପରାଧ ମାମଲାର ହେବ ତ୍ଵରିତ ଶୁଣାଣି
·1 year ago

ଅଗର୍ସ ବ୍ୟୁରୋ: ସାବାଡ ହେବେ ବନ୍ୟପ୍ରାଣୀ ଶିକାରୀ। ବନ୍ୟପ୍ରାଣୀ ଅପରାଧ ସମ୍ପର୍କିତ ମାମଲାର ହେବ ତ୍ଵରିତ ଶୁଣାଣି। ଦଣ୍ଡବିଧାନ ହାର ମଧ୍ୟ ବଢିବ। ବନ୍ୟପ୍ରାଣୀଙ୍କ ପାଇଁ ପ୍ରତି ଜିଲ୍ଲାରେ ଖୋଲିବ ସ୍ବତନ୍ତ୍ର ଅଦାଲତ। ତ୍ୱରିତ ହେବ ମାମଲାର ଶୁଣାଣି। ଏଥିପାଇଁ ଆଇନ ସଚିବଙ୍କୁ ଚିଠି ଲେଖିଛନ୍ତି ହାଇକୋର୍ଟର ପ୍ରଶାସନିକ ଅଧିକାରୀ। ଜିଲ୍ଲାର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ହେବ ସ୍ବତନ୍ତ୍ର ଅଦାଲତ। ବନ୍ୟପ୍ରାଣୀ ଶିକାର, ସେମାନଙ୍କ ବିରୋଧରେ ଘଟୁଥିବା ଅପରାଧକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯିବ।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: