Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୌଣସି ରାଜ୍ୟର ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍

Swayangprajna Mishra
Browse all articles by Swayangprajna Mishra
·1 year ago
କୌଣସି ରାଜ୍ୟର ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍

ଅର୍ଗସ ବ୍ୟୁରୋ : ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍। ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ  ସମେତ ରାଜ୍ୟର କୌଣସି ବେଳାଭୂମିରେ ମଦ କ୍ୟାବିନ୍ ଖୋଲିବ ନାହିଁ।  ଆଜି ରାଜ୍ୟ ସରକାର ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର।

ଅଧିକ ପଢନ୍ତୁ : ରାତି ଅନିଦ୍ରା ମଦ ମାଫିଆ : କେତେବେଳେ ବୁଲଡୋଜର ଚଢିବ..

ସେହିପରି ରାଜ୍ୟର ଅନ୍ୟ ଧର୍ମ ଅନୁଷ୍ଠାନର 5 କିମି ପରିଧିରେ ମଧ୍ୟ ମଦ ଦୋକାନ ଖୋଲିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
wine cabins will not be open in any sea beach | Argus News