ସଂସଦର ଶୀତକାଳୀନ ଅଧିବେଶନ କାଲି ଯାଏ ସ୍ଥଗିତ
·1 year ago

ଅର୍ଗସ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ କାଲି ଯାଏ ସ୍ଥଗିତ। ଆଜି ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ସ୍ଥଗିତ ହୋଇଛି। ବିରୋଧୀ ସଦସ୍ୟମାନେ ଆଦାନୀ ପ୍ରସଙ୍ଗ ଏବଂ ମଣିପୁର ପରିସ୍ଥିତିକୁ ବିରୋଧ କରି ନିଜର ବିରୋଧ ଜାରି ରଖିଥିଲେ।
ଏକ ସପ୍ତାହ ଧରି ସଂସଦରେ ବିରୋଧୀଙ୍କ ଏପରି ବିଶୃଙ୍ଖଳା କାରଣରୁ ସଂସଦରେ କୌଣସି କାର୍ଯ୍ୟ ହୋଇପାରିନାହିଁ। ଆଜି ପୁନର୍ବାର ସଂସଦ କାର୍ଯ୍ୟ ଆରମ୍ଭରୁ ବିରୋଧୀ ବିଶୃଙ୍ଖଳା ସୃଷ୍ଟି କରିବା କାରଣରୁ ଲୋକସଭା ବାଚସ୍ପତି ଗୃହ କାର୍ଯ୍ୟକୁ ୩ ଡିସେମ୍ବର ଯାଏ ମୁଲତବୀ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: