Videos
|
Odisha

ତିନି ଫୁଟର ବର୍ଷା ଜଳ ପ୍ରବାହିତ, ସାତଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ

Banajyotshna Ray
Browse all articles by Banajyotshna Ray
·1 year ago
ତିନି ଫୁଟର ବର୍ଷା ଜଳ ପ୍ରବାହିତ, ସାତଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ଗାଁ ଘୁରୁଡିଆ ନାଳ ପୋଲ ଉପରେ ତିନି ଫୁଟର ବର୍ଷା ଜଳ ପ୍ରବାହିତ । ସାତଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ଗତକାଲି ରାତିରେ ତେଲକୋଇ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘୁରୁଡିଆ ନାଳ ଉପରେ ବର୍ଷା ଜଳ ପ୍ରବାହତ ହେଉଛି । କରଦାଙ୍ଗି, ଚକ୍ରଧର,ଆମ୍ବତଇଲାସାହି, ଜୁଆଙ୍ଗ ସାହି ଭଳି ସାତଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ଯାତାୟତରେ ବାଧାସୃଷ୍ଟି ହୋଇଛି । ନୂଆଗଡ ଗାଁ ନିକଟ ନାଳ ପୋଲ ଉପରେ ମଧ୍ୟ ଏକ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
With three feet of rainwater pouring in, seven villages are cut off from the outside world | Argus News