Shocking Crime News / ଗାଧୋଇବାବେଳେ ମହିଳାଙ୍କୁ ଟାଣି ନେଇ ଦୁଷ୍କର୍ମ ପରେ ନାକ, ଆଖି ହାଣି ପକାଇଲା ଦୁର୍ବୃତ୍ତ
·4 months ago·2 min read

Key Points
ଢେଙ୍କାନାଳ- ଭାପୁର ପଞ୍ଚାୟତରେ ଘଟିଛି ଛାତିଥରା ଘଟଣା
ଯାହାକୁ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇ ଉଠିବ
ଯାହାକୁ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇ ଉଠିବ
ଆମେ ଯେତେ ଆଧୁନିକତାକୁ ଛୁଇଁଲେ କଣ ହେବ। ମାନସିକତା ସେଇ ତଳେ ହିଁ ରହୁଛି। ଢେଙ୍କାନାଳ- ଭାପୁର ପଞ୍ଚାୟତରେ ଘଟିଛି ଛାତିଥରା ଘଟଣା। ଯାହାକୁ ଶୁଣିଲେ ଆପଣଙ୍କ ରକ୍ତ ଗରମ ହୋଇ ଉଠିବ। କାହିଁକି ଝିଅମାନେ ନିଜ ଘରେ କିମ୍ବା ବାହାରେ ସୁରକ୍ଷିତ ନୁହେଁ। ଗାଧୋଇବା ସମୟରେ ଜଣେ ମହିଳାଙ୍କୁ ଜଣେ ଦୁର୍ବୃତ୍ତ ଗାଧୋଇବା ସମୟରେ ଟାଣିନେଇ ଦୁଷ୍କର୍ମ କରିବାସହ ଜୀବନରୁ ମାରିଦେବାକୁ ଉଦ୍ଦେଶ୍ୟ ରଖି ମହିଳାର ମୁହଁ, ମୁଣ୍ଡ ନାକ ଓ ହାତକୁ ଟାଙ୍ଗିଆରେ ହାଣିଦେଇ ଫେରାର ହୋଇଯାଇଛନ୍ତି।
ଏହାସହ ପଢ଼ନ୍ତୁ: ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ଖୋଲୁଛି ରହସ୍ୟର ଗୋଟିଏ ପରେ
ସୂଚନା ଅନୁଯାୟୀ, ଜଣେ ମହିଳା ମୂଲ କରି ଆସିବା ପରେ ଘରଠାରୁ କିଛି ଦୂରରେ ଥିବା ନଦୀକୁ ଗାଧୋଇବାକୁ ଯାଇ ଗାଧୋଇବା ସମୟରେ ମହିଳାଙ୍କୁ ଏକୁଟିଆ ଦେଖି ଟାଣି ନେଇ ଦୁଷ୍କର୍ମ ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା।
ଘରଠାରୁ କିଛି ଦୂରରେ ଥିବା ସାପୁଆ ନଦୀର ଏକ ତୁଠକୁ ଗାଧୋଇବାକୁ ଯାଇଥିବା ଜଣେ ମହିଳାଙ୍କୁ ଏକୁଟିଆ ଦେଖି ଟାଣିନେଇ ଦୁଷ୍କର୍ମ କରି ଟାଙ୍ଗିଆରେ ମୁଣ୍ଡ, ଆଖି, ନାକ ମୁଁହକୁ ହାଣି ଜୀବନରୁ ମାରିଦେଇଥିବା ଉଦ୍ଦେଶ୍ୟ ରଖିଥିଲା ଦୁର୍ବୃତ୍ତ। ସେହି ଅଞ୍ଚଳକୁ ଗାଈ ଚରାଇବାକୁ ଯାଇଥିବା ଜଣେ ଗାଈ ଚରାଳି ମହିଳା ଜଣଙ୍କୁ ଉଲଗ୍ନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ପଡିଥିବା ଦେଖି ପାଣି ପିଇବାକୁ ଦେଇଥିଲା। ଖବର ପାଇ ଝିଅର ମା’ ଝିଅର ଘରକୁ ଆସିବା ବିଳମ୍ବ ହେବାରୁ ଯାଇ ତୁଠରେ ଦେଖିବା ବେଳେ ଝିଅର ଲୁଗା ପଡ଼ିଥିଲା। ଝିଅକୁ ଡାକିବା ସମୟରେ ଜଣେ ଗାଈ ଚରାଳି ସମ୍ପୃକ୍ତ ପୀଡ଼ିତାଙ୍କ ଠିକଣା ଦେବା ପରେ ପୀଡ଼ିତାଙ୍କ ମା ଓ ଘର ଲୋକ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାପୁର ଫାଣ୍ଡିରେ ଜଣାଇବା ସହ ପାଖ ଭାପୁର ଚିକିତ୍ସାଳୟକୁ ନେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରେ ପୀଡ଼ିତାଙ୍କୁ ଅଟୋ ଯୋଗେ ଢ଼େଙ୍କାନାଳ ମୂଖ୍ୟ ଚିକିସ୍ୟାଳୟକୁ ନେବାପରେ ଡାକ୍ତର ସମ୍ପୃକ୍ତ ଯୁବତୀଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପତ୍ତା ମିଳିନାହିଁ ଜଣାପଡ଼ିଛି ଯେ, ବଣିଆ ସାହି ପାଖରେ ଥିବା ଜଣେ ଦୁର୍ବୃତ୍ତ ବୋଲି ସନ୍ଦେହ କରାଯାଉଛି। ବର୍ତମାନ ସୁଦ୍ଧା ଦୁର୍ବୃତ୍ତକୁ ଧରିବାରେ ପୋଲିସ ବିଫଳ ହୋଇଛି। ଭାପୁର ଫାଣ୍ଡି ପୋଲିସ ଏନେଇ ତନାଘନା ଜାରି ରଖିଛି। ଅଭିଯୁକ୍ତକୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗାଁ ଲୋକ ଦାବି କରିଛନ୍ତି। ଯେମିତି ପୁନର୍ବାର ଏଭଳି ଘଟଣା ଭିଆଇବାକୁ ଯେମିତି କେହି ସାହସ ନ କରିବେ।
Related Topics
Explore more stories