Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଳାଶୁଣୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ମହିଳା ମୃତ

Odisha

ପଳାଶୁଣୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ମହିଳା ମୃତ

Swayangprajna Mishra
Browse all articles by Swayangprajna Mishra
·1 year ago
ପଳାଶୁଣୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ମହିଳା ମୃତ

ଅର୍ଗସ ବ୍ୟୁରୋ : ପଳାଶୁଣୀ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର ହେବା ବେଳେ ମହିଳା ଙ୍କ ଉପରେ ଚଢ଼ିଗଲା ଟ୍ରକ  । ଘଟଣା ସ୍ଥଳ ରେ ମହିଳାଙ୍କ ମୃତ୍ୟୁ । ବ୍ୟାଗ ରେ ପନି ପରିବା ନେଇ ରାସ୍ତା ପାର ହେଉଥିଲେ ମହିଳା । ଦୁର୍ଘଟଣା ଯୋଗୁଁ ରାସ୍ତା ଜାମ ରହିଛି । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
woman death in road accident palasuni | Argus News