Videos
|
Odisha

21 ବର୍ଷରୁ ଅଧିକ, 60 ବର୍ଷରୁ କମ୍ ମହିଳା ପାଇବେ ସୁଭଦ୍ରା ଟଙ୍କା 

Manini Pattanayak
Browse all articles by Manini Pattanayak
·1 year ago
21 ବର୍ଷରୁ ଅଧିକ, 60 ବର୍ଷରୁ କମ୍ ମହିଳା ପାଇବେ ସୁଭଦ୍ରା ଟଙ୍କା 

ଭୁବନେଶ୍ୱର: ଆସିଲା `ସୁଭଦ୍ରା' SOP।  ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ  ମୋହନ ମାଝୀ।  କ୍ୟାବିନେଟ୍‌ ଅନୁମୋଦନ ନେଇ ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ।  21 ବର୍ଷରୁ ଅଧିକ, 60 ବର୍ଷରୁ କମ୍ ମହିଳା ପାଇବେ ଏହି  ଟଙ୍କା। DBT ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା ।

ଏକ କୋଟିରୁ ଅଧିକ ମହିଳା ଏହାଦ୍ବାରା ଲାଭବାନ ହେବେ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା, ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିବ ଟଙ୍କା। ପ୍ରତି ପଞ୍ଚାୟତର 100 ହିତାଧିକାରୀଙ୍କୁ ପୁରସ୍କାର ଦିଆଯିବ । ସୁଭଦ୍ରା ଯୋଜନା ପାଇଁ ହେବ କଲ୍ ସେଣ୍ଟର।  ଅଙ୍ଗନବାଡି କେନ୍ଦ୍ର, ବ୍ଲକ ଅଫିସ୍,  ଜନସେବା କେନ୍ଦ୍ରରେ ଆବେଦନ କରିପାରିବେ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Women above 21 years, below 60 years will get subhadra yojana | Argus News