Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା

Ritu Das
Browse all articles by Ritu Das
·2 years ago
ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୁତସରସିଙ୍ଗି ପଞ୍ଚାୟତ ଦାସିଆମାରିପଲ୍ଲୀ ଗ୍ରାମ ଛକରେ ମହିଳା ଙ୍କ ରାସ୍ତା ରୋକ l ଦୀର୍ଘ ଦିନଧରି ଗ୍ରାମରେ ଗ୍ରାମରେ ଲାଗି ରହିଥିବା ପାଣି ସମସ୍ୟା ଦୂର କରିବା ପ୍ରତିବାଦରେ ଆଜି ସକାଳ 7ଟା ଠାରୁ ପୁରୁଷୋତ୍ତମପୁର ଆସିକା ରାଜ୍ୟ ରାଜପଥରେ ହାଣ୍ଡି ମାଠିଆ ରଖି ଶତାଧିକ ମହିଳା ରାସ୍ତା ଅବରୋଧ କରିଛନ୍ତି l 

ଖବରପାଇ ପୁରୁଷୋତ୍ତମପୁର ପୋଲିସ ଘଟଣା ସ୍ଥଳରେ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଥିବା ବେଳେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତା ରୋକ ଜାରିରହିବା ନେଇ କହିଛନ୍ତି ମହିଳା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Women blocked | Argus News