Videos
|
Odisha

ବାଲିକୁଦା ବ୍ଲକ୍ ମିଶନ ଶକ୍ତି ଗ୍ରୁପ୍ ସମ୍ମୁଖରେ ଧାରଣାରେ SHG ଗ୍ରୁପର ମହିଳା 

Smruti Parija
Browse all articles by Smruti Parija
·2 years ago
ବାଲିକୁଦା ବ୍ଲକ୍ ମିଶନ ଶକ୍ତି ଗ୍ରୁପ୍ ସମ୍ମୁଖରେ ଧାରଣାରେ SHG ଗ୍ରୁପର ମହିଳା 

ଜଗତସିଂହପୁର:  ଶଙ୍ଖରେ ଭୋଟ ଦେଲେନି ବୋଲି SHG ଗ୍ରୁପକୁ ମିଳୁନି ଟଙ୍କା । ଏହି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରୁ । ବାଲିକୁଦା ବ୍ଲକ୍ ମିଶନ ଶକ୍ତି ଗ୍ରୁପ୍ ସମ୍ମୁଖରେ ଧାରଣା ଦେଇଛନ୍ତି ୨୦ରୁ ଉର୍ଦ୍ଧ୍ବ SHG ଗ୍ରୁପର ମହିଳା । ସରପଞ୍ଚ, MBK, CRP, ଡ଼ିଲର ଓ ବ୍ଲକର କିଛି ସରକାରୀ କର୍ମଚାରୀ SHG ଗ୍ରୁପ୍ ମାନଙ୍କୁ ଟଙ୍କା ଦେଇ BJDକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇଥିଲେ । 

ଯେଉଁ SHG ଗ୍ରୁପ୍ BJDକୁ ଭୋଟ ଦେବା ପାଇଁ ମନା କରିଛନ୍ତି । ସେମାନଙ୍କୁ ଟଙ୍କା ନମିଳିବାରୁ ବାଲିକୁଦା ବ୍ଲକ ସମ୍ମୁଖରେ ୨୦ରୁ ଉର୍ଦ୍ଧ୍ବ SHG ଗ୍ରୁପର ଶତାଧିକ ମହିଳା ଧାରଣା ଦେଇଛନ୍ତି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Women of SHG group in front of Balikuda Block Mission Shakti Group-on-protest | Argus News