Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଷ୍ଟିଲ ସିଟି ରାଉରକେଲାରେ ଆୟୋଜିତ ହେଉଛି ମହିଳା ସ୍ପୋର୍ଟ୍ସ କନକ୍ଳେଭ୍

Banajyotshna Ray
Browse all articles by Banajyotshna Ray
·2 years ago
ଷ୍ଟିଲ ସିଟି ରାଉରକେଲାରେ ଆୟୋଜିତ ହେଉଛି ମହିଳା ସ୍ପୋର୍ଟ୍ସ କନକ୍ଳେଭ୍

ଅର୍ଗସ ବ୍ୟୁରୋ: ଷ୍ଟିଲ ସିଟି ରାଉରକେଲାରେ ରାଜ୍ୟର ଅଗ୍ରଣୀ ଘରୋଇ ନ୍ୟୁଜ ଚ୍ୟାନେଲ ଅର୍ଗସ ପକ୍ଷରୁ ଆୟୋଜିତ ହେଉଛି ମହିଳା ସ୍ପୋର୍ଟ୍ସ କନକ୍ଳେଭ୍ । ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ମହିଳା ସ୍ପୋର୍ଟ୍ସ କନକ୍ଳେଭ୍ । ଅର୍ଗସର ମୁଖ୍ୟ ସମ୍ପାଦକ ସଂଜୟ ଜେନାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ଗସର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଭାରତୀୟ ହକି ଦଳର ପୁର୍ବତନ ଅଧିନାୟକ ଦିଲ୍ଲୀପ ତିର୍କି ପ୍ରମୁଖ ଅତିଥି ଭାବେ ଯୋଗଦେଇଛନ୍ତି । ଏଥିରେ ରାଜ୍ୟରେ ଅନେକ ମହିଳା କ୍ରୀଡାବିତ ଯୋଗଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Women's Sports Conclave is being organized in Steel City Rourkela | Argus News