Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହାନଦୀ ଗର୍ଭରେ ରତ୍ନ ପଥର ଖନନ ବେଳେ ଅଘଟଣ, ଫସି ରହିଛନ୍ତି ଶ୍ରମିକ

Odisha

ମହାନଦୀ ଗର୍ଭରେ ରତ୍ନ ପଥର ଖନନ ବେଳେ ଅଘଟଣ, ଫସି ରହିଛନ୍ତି ଶ୍ରମିକ

Banajyotshna Ray
Browse all articles by Banajyotshna Ray
·2 years ago
ମହାନଦୀ ଗର୍ଭରେ ରତ୍ନ ପଥର ଖନନ ବେଳେ ଅଘଟଣ, ଫସି ରହିଛନ୍ତି ଶ୍ରମିକ

ଅର୍ଗସ ବ୍ୟୁରୋ: ବୌଦ୍ଧ ମହାନଦୀ ଗର୍ଭରେ ରତ୍ନ ପଥର ଖନନ ବେଳେ ଅଘଟଣ । ଦୀର୍ଘ 20 ଘଣ୍ଟା ପରେ ବି ଉଦ୍ଧାର ହୋଇପାରିନାହାଁନ୍ତି ପଥର ତଳେ ଫସି ଯାଇଥିବା ଶ୍ରମିକ । ଗତକାଲି ଠାରୁ ପଥର ସନ୍ଧିରେ ଜଣେ ଶ୍ରମିକ ଫସିରହିଛନ୍ତି। ବେଆଇନ ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ଉପରେ ଏକ ବିରାଟ ପଥର ଖସିପଡ଼ିଥିଲା ।  ବେଆଇନ ଖନନ ବେଳେ ଖସିପଡ଼ିଲା ପଥର । ଅଗ୍ନିଶମ ବିଭାଗ ସହାୟତାରେ ଚାଲିଛି ଉଦ୍ଧାର କାମ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Workers are trapped while mining for gemstones in the river bed | Argus News