Videos
|
Odisha

ଆଜିଠୁ ଅନୁଷ୍ଠିତ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟାନସିପ

Banajyotshna Ray
Browse all articles by Banajyotshna Ray
·2 years ago
ଆଜିଠୁ ଅନୁଷ୍ଠିତ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟାନସିପ

ଅର୍ଗସ ବ୍ୟୁରୋ: ଆଜିଠୁ କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିୟାନସିପ । ଓଡ଼ିଶା ମାଷ୍ଟର ସୁପର -100 ନାମରେ ନାମିତ ହୋଇଥିବା ପ୍ରତିଯୋଗୀତାକୁ ପରିଚାଳନା କରିବ ବାଡମିଣ୍ଟନ ଓ୍ବାଲ୍ଡ ଫେଡରେସନ ବା ବିଡବ୍ଲୁଏଫ । ଡିସେମ୍ବର 12ରୁ 17 ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଭିନ୍ନ ରାଙ୍କର ବିଶ୍ବର ବଛାବଛା ଖେଳାଳି ମାନେ ଅଶଂଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଷ୍ଟାର ଖୋଳାଳିଭ୍କ ମଧ୍ୟରେ ରହିଛନ୍ତି ସାନିଆ ନହେଓ୍ୱାଲ ଓ ଓଡ଼ିଶାର ରୁତୁପର୍ଣ୍ଣା ପଣ୍ଡା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
World Badminton Championship held today | Argus News