Videos
|
Odisha

ଆସନ୍ତାକାଲିଠାରୁ କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିୟାନସିପ

Jitendra Dash
Browse all articles by Jitendra Dash
·2 years ago
ଆସନ୍ତାକାଲିଠାରୁ କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିୟାନସିପ

ଅର୍ଗସ ବ୍ୟୁରୋ : ଆସନ୍ତାକାଲିଠାରୁ କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିୟାନସିପ । ଓଡ଼ିଶା ମାଷ୍ଟର ସୁପର -୧୦୦ ନାମରେ ନାମିତ ହୋଇଥିବା ପ୍ରତିଯୋଗୀତାକୁ ପରିଚାଳନା କରିବ ବାଡମିଣ୍ଟନ ଓ୍ବାଲ୍ଡ ଫେଡରେସନ ବା ବିଡବ୍ଲୁଏଫ । 

ଅଧକ ପଢନ୍ତୁ ଖେଳ ଖବର

ଡିସେମ୍ବର ୧୨ରୁ ୧୭ ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଭିନ୍ନ ରାଙ୍କର ବିଶ୍ବର ବଛାବଛା ଖେଳାଳି ମାନେ ଅଶଂଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଷ୍ଟାର ଖୋଳାଳିଭ୍କ ମଧ୍ୟରେ ରହିଛନ୍ତି ସାନିଆ ନହେଓ୍ବାଲ ଓ ଓଡ଼ିଶାର ରୁତୁପର୍ଣ୍ଣା ପଣ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
World Badminton Championship to be held at Jawaharlal Indoor Stadium, Cuttack from tomorrow | Argus News