Videos
|
Odisha

ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଯକୃତ ସପ୍ତାହ ପାଳିତ

Banajyotshna Ray
Browse all articles by Banajyotshna Ray
·2 years ago
ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଯକୃତ ସପ୍ତାହ ପାଳିତ

ଅର୍ଗସ ବ୍ୟୁରୋ:  ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଯକୃତ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ରର ଅନୁଷ୍ଠିତ ହୋଇଯାଇଛି ।  ରାଜ୍ୟ ତଥା ରାଜ୍ୟ ବାହାରର ଡାକ୍ତର ମାନଙ୍କ ସମେତ ଯକୃତ ରୋଗୀମାନେ ଏହି ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ । ଏହା ସହ ଅଙ୍ଗଦାନ ସମ୍ପର୍କରେ ମଧ୍ୟ ସଚେତନତା କରାଯାଇଥିଲା ।

ବଞ୍ଚିଥିବା ସମୟରେ କେଉଁ ଅଙ୍ଗ ଦାନ କରିହେବ ଓ ମୃତ୍ୟୁ ପରେ କେଉଁ କେଉଁ ଅଙ୍ଗ ଦାନ କରିହେବ ସେ ବିଷୟରେ ହୋଇଥିଲା ଆଲୋଚନା । ମଦ୍ୟପାନ ଏବଂ ଫାଷ୍ଟଫୁଡ଼ ଯକୃତ ରୋଗର ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ତଥା ଯକୃତ ରୋଗ ବିଶେଷଜ୍ଞ ଡ଼.ଅଶୋକ ଚୌଧୁରୀ ସୂଚନା ଦେଇଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: