Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାୟିତ୍ୱ ନେଲେ ନୂଆ ଡିଜିପି ୱାଇ.ବି ଖୁରାନିଆ

Smruti Parija
Browse all articles by Smruti Parija
·1 year ago
ଦାୟିତ୍ୱ ନେଲେ ନୂଆ ଡିଜିପି ୱାଇ.ବି ଖୁରାନିଆ

ଅର୍ଗସ ବ୍ୟୁରୋ: ଦାୟିତ୍ୱ ନେଲେ ନୂଆ ଡିଜିପି ୱାଇ.ବି ଖୁରାନିଆ । କଟକ ପୋଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲେ । ଅରୁଣ ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ବ ନେଲେ ଖୁରାନିଆ । ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜିଙ୍କୁ ଗାର୍ଡ ଅଫ ଅନର୍ । 1990 ବ୍ୟାଚର ଆପିଏସ ଅଫିସର ହେଲେ ୱା.ବି ଖୁରାନିଆ । ବିଏସଏଫ୍‌ ସ୍ପେଶାଲ ଡିଜି ଭାବେ କାର୍ଯ୍ୟ କରି ଫେରିଛନ୍ତି। ଯୋଗେଶ ବାହାଦୂର ଖୁରାନିଆ ହେଲେ ନୂଆ ଡିଜିପି। ଓ୍ୱାଇବି ଖୁରାନିଆ ଓଡିଶାର ନୂଆ ପୋଲିସ ଡିଜି ହୋଇଛନ୍ତି।ଯାଜପୁର, ମୟୂରଭଞ୍ଜ, ରାଉରକେଲା, ଗଞ୍ଜାମ,ନୟାଗଡ ଏସପି ଦାୟିତ୍ୱ ସମ୍ଭାଳିଥିଲେ । 

ଆହୁରି ପଢନ୍ତୁ ଓଡିଶା ଖବର...

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
y-b-khurania-took-charge-as-new-dgp-of-odisha | Argus News